ଅୟାଲ୍ Ayāl

  • ବୈଦେ. ବି. (ଆ) — ଘୋଡା ଓ ସିଂହଙ୍କ ବେକ ଉପରେ ଉଠିଥିବା ଲମ୍ବ ବାଳ; କେଶର
  • ବୈଦେ. ବି. (ଆ) — ବାଳବଚ୍ଚା; ସନ୍ତାନସନ୍ତତି