ଅଢ଼ୈ (ଇତ୍ୟାଦି) Aṟḍ̠ẖa̲i̱ (etc.)
- ଗ୍ରା. ବି. ଓ ବିଣ—(କଚିରିଆ ଓ କରଣୀ ଲେଖାରେ ବ୍ୟବହୃତ) ଅଢ଼ାଇ ଇତ୍ୟାଦି (ଦେଖ) — Aṟḍ̠ẖāi etc. (See)
- ଗ୍ରା. ବି. ଓ ବିଣ—(କଚିରିଆ ଓ କରଣୀ ଲେଖାରେ ବ୍ୟବହୃତ) [ଦ୍ର—ଅଢ଼େଇ ଶବ୍ଦର ଶେଷ ଦୁଇ (ଢ଼େଇ) ବର୍ଣ୍ଣକୁ କେହି କେହି ଲେଖାଳି ସଂକ୍ଷେପରେ 'ଢ଼ୈ' କରି ଦିଅନ୍ତି। କିନ୍ତୁ ଐର ଉଚ୍ଚାରଣ ଅ+ଇ ଥିବାରୁ, ଓ ଏ+ଇ ନ ଥିବାରୁ ଏପରି ଲେଖିବା ଠିକ୍ ନୁହେଁ ।]