ଅଢ଼େଇ ଦିନ Aṟḍ̠ẖei dina

  • ଦେ. ବି. (ସଂ. ଅର୍ଦ୍ଧଦ୍ୱିତୀୟ+ଦିନ) ଦୁଇ ଦିନ ଅଧେ — Two and half days
  • ଦେ. ବି. (ସଂ. ଅର୍ଦ୍ଧଦ୍ୱିତୀୟ+ଦିନ) ଅଳ୍ପକାଳ — A short time
  • ଦେ. ବି. (ସଂ. ଅର୍ଦ୍ଧଦ୍ୱିତୀୟ+ଦିନ) ତୁ ସିନା ଅଢ଼େଇ ଦିନର ଚାକର । ରାଧାନାଥ—ଦରବାର।