ଅଡ଼ର୍ ବଡ଼ର୍ Aṟḍ̠ar bardar

  • ଦେ. ବି. (ଧ୍ୱନ୍ୟର୍ଥକ) — ପ୍ରଳାପ; ବାଉଳଚାଉଳ କଥା; ଅସଂଯତ ଓ ଅସଂବନ୍ଧ ବହୁଜଳ୍ପନା; ଏଣୁତେଣୁ ଗୁଡ଼ାଏ ବକିବା — Raving; incoherent talk
  • ଦେ. ବି. (ଧ୍ୱନ୍ୟର୍ଥକ) — ଗୋଳମାଳ; ଘୋ ଘା — Ado; noise
  • ଦେ. ବିଣ — ବାଉଳଚାଉଳ; ପ୍ରଳାପ କରୁଥିବା — Raving
  • ଦେ. ବିଣ — ଗୋଳମାଳ କରୁଥିବା — Noisy