ଅଡ଼ବଙ୍କା Āṟḍ̠abaṅkā

  • ଦେ. ବିଣ — ଏକ ପାଖକୁ ବକ୍ର ହୋଇଥିବା — Curved sideways; crooked
  • ଦେ. ବିଣ — ଈଷତ୍ ବକ୍ର — Slightly bent
  • ଦେ. ବିଣ — କୁଟିଳ; ଛନ୍ଦ — Not straightforward; crooked
  • ଦେ. ବିଣ — ଛଳପୂର୍ଣ୍ଣ — Full of trick
  • ଦେ. ବିଣ — କପଟ — Crafty
  • ଦେ. ବିଣ — ଅନ୍ଯଥା କରାଯିବା; ଅପାଳିତ; ବ୍ୟତିକ୍ରାନ୍ତ — Done otherwise; broken; not carried out (pledge)
  • ଦେ. ବିଣ — କଥାର ଭଙ୍ଗ — Breach of promise
  • ଦେ.ବି — ସାମାନ୍ୟ ବ୍ୟତିକ୍ରମ — Slight deviation
  • ଦେ.ବି — ତାହାର ଆଠ ପହରରୁ ନିମିଷେ ଆଡ଼ବାଙ୍କ ହେବାର ନାହିଁ। ଫକୀରମୋହନ, ଛମାଣଆଠଗୁଣ୍ଠ।