ଅଡ଼ତ୍ଦାର୍ Aṟḍ̠atdār
- ବୈଦେ. ବି. (ଫା. ଆଡ଼ତ୍ଦାର) — ଆଡ଼ତିଆ; ଦଣ୍ଡିଦାର; ପେଣ୍ଠରେ ପଣ୍ୟଦ୍ରବ୍ୟ କ୍ରୟ ବିକ୍ରୟ କରାଇ କମିସନ୍ ନେବା ପାଇଁ ନିଯୁକ୍ତ ବ୍ୟକ୍ତି — A commission agent for procuring sales and purchases of merchandise
- ବୈଦେ. ବି. (ଫା. ଆଡ଼ତ୍ଦାର) — ଅଡ଼ତଦାର ଅପୁଡ଼ୁ ସ୍ୱାମୀ ପାଖରୁ ଭୋର ଭୋର ଟଙ୍କା ଟୋକର ଗଣିନେଇ ଲଙ୍ଗର ଉଠେଇ ଦେଲୁଁ। ଫକୀରମୋହନ, ଗଳ୍ପସ୍ୱଳ୍ପ।