ଅହୋରାତ୍ର Ahorātra
- ସଂ. କ୍ରି. ବିଣ. (ଦ୍ବନ୍ଦ; ଅହଃ=ଦିବସ+ରାତ୍ରି+ଅ) — ଅହର୍ନିଶ; ଦିବାନିଶି; ଅବିରତ; ସର୍ବଦା — Day and night; always; incessantly; uninterruptedly
- ବି. — ଦିବା ଓ ରାତ୍ରି ଏକତ୍ରିତ ସମୟ; 24 ଘଣ୍ଟା ସମୟ; ସମସ୍ତ ଆଠ ପ୍ରହର — ଦିବା ଓ ରାତ୍ରି ଏକତ୍ରିତ ସମୟ;24ଘଣ୍ଟା ସମୟ; ସମସ୍ତ ଆଠ ପ୍ରହର— 24 hour; one full day and night