ଅହିବଳିତା Ahibaḻitā

  • ଦେ. ବି — ଅହ୍ୟ ମାଇପେ ବଳିଥିବା ବଳିତା (ଏହା ମଙ୍ଗଳ କାର୍ଯ୍ୟରେ ଲାଗେ) — The wicks prepared or woven by wives to be lighted on auspicious occasions