ଅହିଫେନ Ahiphen
- ସଂ. ବି. (ଅହି=ସର୍ପ+ଫେନ=ଫେଣ. ଗରଳ) — (ଯାହା ସର୍ପଗରଳ ପରି ତୀବ୍ର) ଅଫିମ — opium
- ସଂ. ବି. (ଅହି=ସର୍ପ+ଫେନ=ଫେଣ. ଗରଳ) — ସାପଗରଳ — The snake-venom
- ସଂ. ବି. (ଅହି=ସର୍ପ+ଫେନ=ଫେଣ. ଗରଳ) — [ଦ୍ର—ଏହା ଔଷଧ ଓ ମାରକ ଦ୍ରବ୍ୟ ରୁପେ ବ୍ୟବହୃତ ହୁଏ।]
- ସଂ. ବି. (ଅହି=ସର୍ପ+ଫେନ=ଫେଣ. ଗରଳ) — ସାପର ଫଣା — The hood of a snake