ଅହିଅହିତ Ahiahta

  • ସଂ. ବି (ଅହ=ସୂର୍ଯ୍ୟ+ଅହିତ=ଶତ୍ରୁ) — ଇନ୍ଦ୍ର — The god Indra
  • ସଂ. ବି (ଅହ=ସୂର୍ଯ୍ୟ+ଅହିତ=ଶତ୍ରୁ) — ବିଦ୍ୟୁତ କେଶ ବଂଶରେ ଜାତ, ସୁମାଳୀ ମାଳୀ ଯେ ମାଲ୍ୟବନ୍ତ / ସ୍ୱର୍ଗ ଲୁଣ୍ଠନେ ଅହିଅହତ ଧିଆନକରି। ଭଞ୍ଜ, ବୈଦେହୀଶବିଳାଷ।