ଅହିଅମଣ୍ଡଳ Ahiamaṇḍȧḻa

  • ଦେ. ବି. — ଅହ୍ୟ ସ୍ତ୍ରୀମାନେ ମଲା ପରେ ବୈକୁଣ୍ଠର ଯେଉଁ ସ୍ଥଳ ବା ଲୋକକୁ ଯାଆନ୍ତି — The part of Ba̲i̱kuṇṭha or heaven which wives (whose husbands survive them) attend on death
  • ଦେ. ବି. — ମଙ୍ଗଳକାର୍ଯ୍ୟରେ ସଧବା ସ୍ତ୍ରୀ ମାନଙ୍କର କଟା ହୋଇ ଥିବା ଚିତା ବା ମୁରୁଜର ମଣ୍ଡଳ ବା ପଦ୍ମାକାର ଚିତ୍ର