ଅହିଅ ସିନ୍ଦୂର Ahiasindura
- ଦେ. ବି. — ହିନ୍ଦୁମାନଙ୍କ ମଧ୍ୟରେ ସଧବା ଚିହ୍ନସ୍ୱରୂପ କପାଳରେ ଘେନାଯିବା ସିନ୍ଦୂର — The sign worn by females amongst the Hindus on the forehead (a tip of vermillion) indicating that the husband is living
- ଦେ. ବି. — (ଯଥା—ତୋ'ର ଅହିଅ ସିନ୍ଦୂର ନ ଲିଭୁ।)
- ଦେ. ବି. — [ଦ୍ର—ହିନ୍ଦୁ ସ୍ତ୍ରୀର ଏହା ସର୍ବ ପ୍ରଧାନ ପ୍ରାର୍ଥନୀୟ ବର।]