ଅହିଅ ନରକ Ahia naraka

  • ଦେ. ବି. (ସଂ. ଅହ ଓ ନରକ; ଯହିଁରେ ବିଷଧର ସର୍ପ- ମାନେ ପାପୀକୁ ଦଣ୍ଡ ଦିଅନ୍ତି) — ନରକ- ବିଶେଷ — A part of the hell of the Hindus (infested by snakes)
  • ଦେ. ବି. (ସଂ. ଅହ ଓ ନରକ; ଯହିଁରେ ବିଷଧର ସର୍ପ- ମାନେ ପାପୀକୁ ଦଣ୍ଡ ଦିଅନ୍ତି) — ଅସତୀ ଅହ୍ୟ ସ୍ତ୍ରୀମାନଙ୍କନିମନ୍ତେ ନିରୂପିତ ନରକ — A part of the hell for the unchaste wives whose husband are alive