ଅହିଅ କାଚ Ahia kācha

  • ଦେ. ବି. — ହିନ୍ଦୁମାନଙ୍କ ମଧ୍ୟରେ ସଧବାର ଚିହ୍ନ; ହାତରେ ଥିବା ଶଙ୍ଖା, କାଚ ବା ଖଡ଼ୁ — The sign (e.g., bracelet, bangle of glass or conch-shell) worn by females on the hand to indicate that the husband is alive
  • ଦେ. ବି. — ସଧବାପଣ; ସୌଭାଗ୍ୟ — wifehood