ଅହିଅ କଉଡ଼ି Ahia kauṟḍ̠i

  • ଦେ. ବି. — ସଧବା ସ୍ତ୍ରୀର ଶବ ଶ୍ମଶାନକୁ ନିଆହେଲାବେଳେ ଶବ ଆଗେ ଆଗେ ସ୍ୱାମୀ ଯେଉଁ ଖଇମିଶା କଉଡ଼ି ବୁଣେ — Small kauṟḍ̠is strewn by the living husband before the funeral procession which carries his wife's corpse to the cremation ground