ଅହର୍ମୁଖ Aharmukha

  • ସଂ. ବି. ( 6 ଷ୍ଠୀ ତତ୍; ଅହନ୍+ମୁଖ; ଦିବସର ପ୍ରଥମ ସମୟ) — ପ୍ରତ୍ୟୂଷ; ବଡ଼ିଭୋର — Early morning
  • ସଂ. ବି. ( 6 ଷ୍ଠୀ ତତ୍; ଅହନ୍+ମୁଖ; ଦିବସର ପ୍ରଥମ ସମୟ) — ସକାଳ — Dawn; morn