ଅହଂପୂର୍ବ Ahaṁpūrba
- ସଂ. ବି. (ବହୁବ୍ରୀହି; ଅହଂ+ପୂର୍ବ; ମୁଁ ଆଗ, ଏହିପରି ଭାବ) — ମୁଁ ଆଗେ ଯିବି; ମୁଁ ଆଗେ କଥା କହିବି— ଏହିପରି ଭାବ — 1. Self-advertisement
- ସଂ. ବି. (ବହୁବ୍ରୀହି; ଅହଂ+ପୂର୍ବ; ମୁଁ ଆଗ, ଏହିପରି ଭାବ) — ଆଗଚଲା ଭାବ; ଆଗବୋଲା ଭାବ — Forwardness; pertness
- ସଂ. ବି. (ବହୁବ୍ରୀହି; ଅହଂ+ପୂର୍ବ; ମୁଁ ଆଗ, ଏହିପରି ଭାବ) — ବାଲିଙ୍ଗି — Self-aggrandisement
- ସଂ. ବି. (ବହୁବ୍ରୀହି; ଅହଂ+ପୂର୍ବ; ମୁଁ ଆଗ, ଏହିପରି ଭାବ) — ଗର୍ବ ପ୍ରକାଶ — Vanity