ଅହଂପରାୟଣ Ahaṁparāyaṇa

  • ସଂ. ବିଣ. ପୁଂ. (ଅହଂ+ପରାୟଣ) — ଆତ୍ମନିର୍ଭର— ଶୀଳ — Self-confident
  • ସଂ. ବିଣ. ପୁଂ. (ଅହଂ+ପରାୟଣ) — ବ୍ରହ୍ମଚର୍ଯ୍ୟେ ରହିଣ ଅହଂପରାୟଣ / ହୋଇଣ ମୋହଠାରେ ସମର୍ପିବ ମନ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।