ଅସ୍ୱୀକୃତ Aswīkṛuta
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱୀକୃତ=ସମ୍ମତ) — ଅନନୁମୋଦିତ — Not approved
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱୀକୃତ=ସମ୍ମତ) — ଅସମ୍ମତ; ଅମତ (ବ୍ୟକ୍ତି) — Not consenting
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱୀକୃତ=ସମ୍ମତ) — ଯେ ଅସ୍ୱୀକାର କରେ (ବ୍ୟକ୍ତି) — 2. Dissenting
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱୀକୃତ=ସମ୍ମତ) — ନାରାଜ — Disagreeing