ଅସ୍ୱୀକାର Aswīkāra
- ସଂ. ବି (ଅ=ନୁହେ+ସ୍ୱୀକାର=ସମ୍ମତି) — ନାରାଜ୍; ଅସମ୍ମତି — Non-admission; denial
- ସଂ. ବି (ଅ=ନୁହେ+ସ୍ୱୀକାର=ସମ୍ମତି) — ଅମତପ୍ରକାଶ — Dissent
- ସଂ. ବି (ଅ=ନୁହେ+ସ୍ୱୀକାର=ସମ୍ମତି) — ଇଙ୍କାର — Disavowal
- ସଂ. ବି (ଅ=ନୁହେ+ସ୍ୱୀକାର=ସମ୍ମତି) — ନାମଞୁର — Refusal; rejection