ଅସ୍ୱାର୍ଥ Aswārtha
- ସଂ. ବିଣ. (ବହୁବ୍ରୀହି; ଅ+ସ୍ୱାର୍ଥ) — ସ୍ୱାର୍ଥହୀନ; ନିଃସ୍ୱାର୍ଥ — Disinterested; selfless
- ସଂ. ବିଣ. (ବହୁବ୍ରୀହି; ଅ+ସ୍ୱାର୍ଥ) — ଅସ୍ୱାର୍ଥପର — Unselfish
- ସଂ. ବି — ସ୍ୱାର୍ଥହୀନତା — Disinterestedness
- ସଂ. ବି — ସ୍ୱାର୍ଥପରତାର ଅଭାବ — Selflessness
- ଦେ. ବି — ଅଲାଭ — Want of gain
- ଦେ. ବି — କ୍ଷତି — Loss
- ଦେ. ବିଣ. (ସଂ. ଅସାର୍ଥକ) — ଅସାର୍ଥକ (ଦେଖ) — Asārthaka (See)