ଅସ୍ୱାମିକ Aswāmika

  • ସଂ. ବିଣ. (ବହୁବ୍ରୀହି; ଅ+ସ୍ୱାମୀନ୍+କ. ଆଦେଶ) — ଯାହାର କେହି ମାଲିକ ନାହିଁ; ନିଗୋସେଇଁଆଁ — Masterless; having no owner
  • ସଂ. ବିଣ. (ବହୁବ୍ରୀହି; ଅ+ସ୍ୱାମୀନ୍+କ. ଆଦେଶ) — ନାୱାରସ; ଯେଉଁ ସମ୍ପତ୍ତିର କେହି ଦାବୀଦାର ନୁହେ — 1. Unclaimed