ଅସ୍ୱାମିକା Aswāmikā

  • ସଂ. ବିଣ. ସ୍ତ୍ରୀ — ଅସ୍ୱାମିକର ସ୍ତ୍ରୀ ଲିଙ୍ଗ — Feminine of Aswāmika
  • ସଂ. ବିଣ. ସ୍ତ୍ରୀ — ବିଧବା — Widowed; (woman) having lost her husband
  • ସଂ. ବିଣ. ସ୍ତ୍ରୀ — ଅବିବାହିତ — Unmarried