ଅସ୍ୱାଧ୍ୟାୟ Aswādhyāya

  • ସଂ. ବି. (ବହୁବ୍ରୀହି; ଅ+ସ୍ୱାଧ୍ୟାୟ) — ଅନଧ୍ୟୟନ କାଳ — The time during which study is prohibited
  • ସଂ. ବିଣ. ପୁଂ — ବିଧିପୂର୍ବକ ବେଦାଧ୍ୟୟନ ହୀନ — Not properly studying the vedas