ଅସ୍ୱାତନ୍ତ୍ର୍ୟ Aswātantrya

  • ସଂ. ବି. (ଅ+ସ୍ୱାତନ୍ତ୍ର୍ୟ) — ଅସ୍ୱାଧୀନତା — Want of freedom
  • ସଂ. ବି. (ଅ+ସ୍ୱାତନ୍ତ୍ର୍ୟ) — ପରାଧୀନତା — Dependence
  • ସଂ. ବି. (ଅ+ସ୍ୱାତନ୍ତ୍ର୍ୟ) — ବିଶେଷତ୍ୱ ନ ଥିବା ଅବସ୍ଥା ବା ଭାବ — Want of individuality or peculiarity