ଅସ୍ୱନ୍ତ Aswanta

  • ସଂ. ବି. (ବହୁବ୍ରୀହି; ଅ=ନୁହେ+ସୁ=ସୁନ୍ଦର+ଅନ୍ତ=ଶେଷ ମୁଣ୍ଡ; ଯାହାର ମୁଣ୍ଡ ବା ମୁହଁ ସୁନ୍ଦର ନୁହେ) — ଚୁଲ୍ଲୀ — Oven; grate
  • ସଂ. ବି. (ବହୁବ୍ରୀହି; ଅ=ନୁହେ+ସୁ=ସୁନ୍ଦର+ଅନ୍ତ=ଶେଷ ମୁଣ୍ଡ; ଯାହାର ମୁଣ୍ଡ ବା ମୁହଁ ସୁନ୍ଦର ନୁହେ) — ଅମଙ୍ଗଳ; ଅଶୁଭ — Adversity; evil
  • ସଂ. ବି. (ବହୁବ୍ରୀହି; ଅ=ନୁହେ+ସୁ=ସୁନ୍ଦର+ଅନ୍ତ=ଶେଷ ମୁଣ୍ଡ; ଯାହାର ମୁଣ୍ଡ ବା ମୁହଁ ସୁନ୍ଦର ନୁହେ) — ( 6 ଷ୍ଠୀ ତତ୍; ଅସୁ+ଅନ୍ତ=ଶେଷ)—ମରଣ — (6ଷ୍ଠୀ ତତ୍; ଅସୁ+ଅନ୍ତ=ଶେଷ)—ମରଣ— . Death
  • ସଂ. ବିଣ — ସୀମାରହିତ — Boundless
  • ସଂ. ବିଣ — ଅଦମ୍ୟ; ଅତିଦୂରନ୍ତ — Uncontrollable
  • ସଂ. ବିଣ — କ୍ଷୟରହିତ — Inexhaustible
  • ସଂ. ବିଣ — ପରିଣାମବିରସ; ଯାହାର ପରିଣାମ ଅସୁଖକର — Of unhappy ending; tragic