ଅସ୍ୱଚ୍ଛ Aswachchha
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱଚ୍ଛ=ନିର୍ମଳ) — ଅନିର୍ମଳ — Not clear
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱଚ୍ଛ=ନିର୍ମଳ) — ଯାହା ଭିତରଦେଇ ଦେଖା ଯାଏ ନାହିଁ — Not transparent; opaque
- ସଂ. ବିଣ. ପୁଂ (ଅ=ନୁହେ+ସ୍ୱଚ୍ଛ=ନିର୍ମଳ) — ଅସରଳ — Not frank
- ଦେ. ବିଣ. — ସନ୍ଦିଗ୍ଧଚେତା — Suspicious; doubtful
- ଦେ. ବି. — ଅନିଚ୍ଛା — Unwillingness
- ଦେ. ବି. — ନାନାଦି ବିଷୟରେ କୁଣ୍ଠା — Hesitation
- ଦେ. ବି. — ମାନସିକ ଅସ୍ଥିରତା — Uneasiness of mind