ଅସ୍ରଫଳା Asraphaḻā

  • ସଂ. ବି. (ବହୁବ୍ରୀହି; ଅସ୍ର=ରକ୍ତବର୍ଣ୍ଣ ଫଳ ଯାହାର, ଏହାର କୋଳି ନାଲି) ସଲ୍ଲକୀ ବୃକ୍ଷ; ଶାଳଗଛ — A tree; Boswellia Thurifera