ଅସ୍ରପ Asrapa

  • ସଂ. ବି. (ଅସ୍ର=ରକ୍ତ+ପା ଧାତୁ=ପିଇବା+କର୍ତ୍ତୃ. ଅ) — ଯେ ରକ୍ତ ପିଏ; ରାକ୍ଷସ — Blood-sucking; demon
  • ସଂ. ବି. (ଅସ୍ର=ରକ୍ତ+ପା ଧାତୁ=ପିଇବା+କର୍ତ୍ତୃ. ଅ) — ଜୋକ — Leech
  • ସଂ. ବି. (ଅସ୍ର=ରକ୍ତ+ପା ଧାତୁ=ପିଇବା+କର୍ତ୍ତୃ. ଅ) — [ଦ୍ର—ଏହାର ଅନ୍ୟରୂପ ଅଶ୍ରପ।]