ଅସ୍ପଷ୍ଟ Aspashṭa

  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଅସ୍ଫୁଟ; ଅବ୍ୟକ୍ତ — Obscure; indistinct
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଇନ୍ଦ୍ରିୟମାନଙ୍କଦ୍ୱାରା ସ୍ପଷ୍ଟରୂପେ ଗୋଚର ନ ହେବା — Imperceptible
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଯାହା ସ୍ପଷ୍ଟରୂପେ ଦେଖାଯାଏ ନାହିଁ — Dim
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଯାହା ସ୍ପଷ୍ଟରୂପେ ଶୁଣାଯାଏ ନାହିଁ — Not clearly audible
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଯାହା ସ୍ପଷ୍ଟରୂପେ ପଢ଼ି ହୁଏ ନାହିଁ — Illegible
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଯାହା ସ୍ପଷ୍ଟରୂପେ ବୁଝାଯାଏ ନାହିଁ — Which can not be well understood
  • ସଂ. ବିଣ (ନଞ ତତ୍; ଅ+ସ୍ପଷ୍ଟ) ଯାହା ସ୍ପଷ୍ଟରୂପେ ଉଚ୍ଚାରିତ ହୁଏ ନାହିଁ — Indistinctly uttered; inarticulate