ଅସ୍ପଷ୍ଟବାଦୀ Aspashṭabādī

  • ସଂ. ବିଣ (ଅ+ସ୍ପଷ୍ଟବାଦୀ) ଯେ ସ୍ପଷ୍ଟରୂପେ କଥା କହେ ନାହିଁ — Not speaking distinctly
  • ସଂ. ବିଣ (ଅ+ସ୍ପଷ୍ଟବାଦୀ) ଯେ ସ୍ପଷ୍ଟବାଦୀ ନୁହେ — Not plain-spoken