ଅସ୍ପଷ୍ଟତାଦୋଷ Aspashṭatādosha
- ସଂ. ବି. — ବାକ୍ୟ ବା ରଚନାଦିର ଦୋଷବିଶେଷ — A fault in composition
- ଦେ. ବି. (କଚିରିଆ ଭାଷା) ଅରଯିରେ ପ୍ରାର୍ଥିତ ପ୍ରତିକାରର ଭାଷା ବୁଝି ନ ହେବା ଦୋଷ — A defect in pleadings; indistinctness of the reliefs prayed for in the plaint
- ଦେ. ବି. (କଚିରିଆ ଭାଷା) [ଦ୍ର—ଯେଉଁ ଅରଜି ବା ଯବାବରେ ଅସ୍ପଷ୍ଟତା ଦୋଷ ଥାଏ ତାହା କୋଟ ଗ୍ରହଣ ନ କରି ଫେରାଇ ଦିଏ।]