ଅସ୍ପରଶୀ Asparaṡī

  • ଦେ. ବିଣ. ସ୍ତ୍ରୀ (ସଂ. ଅସ୍ପୃଶ୍ୟା) — ଯେଉଁ ସ୍ତ୍ରୀକୁ ଛୁଇଁ ଯୋଗାଏ ନାହିଁ। ଅସ୍ପୃଶ୍ୟା, ଋତୁମତୀ — Menstruated; in her menses
  • ଦେ. ବିଣ. ସ୍ତ୍ରୀ (ସଂ. ଅସ୍ପୃଶ୍ୟା) — କେମନ୍ତେ କହନ୍ତା ଆସି, ସ୍ପରଶୀ କି ଅସ୍ପରଶୀ, ମନୁ ଭ୍ରାନ୍ତି ତୁଟନ୍ତା ମୋହର। ପାଲା—ଚଉପଦୀ।
  • ଦେ. ବିଣ. ସ୍ତ୍ରୀ (ସଂ. ଅସ୍ପୃଶ୍ୟା) — [ଦ୍ର—ଶାସ୍ତ୍ରମତେ ଋତୁମତୀ ସ୍ତ୍ରୀ ପ୍ରଥମ ତିନି ଦିବସ କାହାକୁ ଛୁଅନ୍ତି ନାହିଁ ଓ ତାକୁ ଅନ୍ୟ କେହି ଛୁଇଁଲେ ସେ ସ୍ନାନ କରି ଶୁଦ୍ଧ ହୁଏ।]