ଅସ୍ଥିଶେଷ Asthiṡesha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅସ୍ଥି+ଶେଷ) — ଯେଉଁ ଜୀବର ଅସ୍ଥିମାତ୍ର ଅବଶିଷ୍ଟ ରହିଅଛି — (animal or body) Of which bone is only left