ଅସ୍ଥିତୁଣ୍ଡ Asthituṇḍa

  • ସଂ. ବି (ବହୁବ୍ରୀହି; ଅସ୍ଥିମୟ ତୁଣ୍ଡ ଯାହାର; ଏମାନଙ୍କର ଥଣ୍ଟ ଥିବାରୁ) — ପକ୍ଷୀ — Bird
  • ସଂ. ବି (ବହୁବ୍ରୀହି; ଅସ୍ଥିମୟ ତୁଣ୍ଡ ଯାହାର; ଏମାନଙ୍କର ଥଣ୍ଟ ଥିବାରୁ) — କାଠହଣା ଚଢ଼େଇ — The wood-pecker bird