ଅସ୍ଥିତପଞ୍ଚକ Asthitapan̄chaka

  • ସଂ. ବି. (ଗଣିତପରିଭାଷା) — ଯେଉଁ ଧାରାଦ୍ୱାରା ପାଞ୍ଚଗୋଟି ଦତ୍ତରାଶିରୁ ଗୋଟିଏ ଅଜ୍ଞାତ ରାଶି ବାହାର କରିବାକୁ ହୁଏ; ମିଶ୍ର ତ୍ରୈରାଶିକ ଧାରା — (Arithmetic) The compound Rule of Three