ଅସ୍ତ୍ରମାର୍ଜ Astramārja

  • ସଂ. ବି. (ଅସ୍ତ୍ର+ମୃଜ୍ ଧାତୁ+କର୍ତ୍ତୃ. ଅ) — ଯେଉଁ ବ୍ୟକ୍ତି ଅସ୍ତ୍ରଶସ୍ତ୍ରାଦି ମାଜେ ବି ପରିଷ୍କାର କରେ — An armourer; a tool-cleaner