ଅସ୍ତ୍ରଧାରଣ Astradhāraṇa

  • ସଂ. ବି ( 6 ଷ୍ଠୀ ତତ୍; ଅସ୍ତ୍ର+ଧାରଣ) — ଯୁଦ୍ଧ ଇତ୍ୟାଦି କରିବା ପାଇଁ ହତିଆର ଧରିବା — Bearing of arms
  • ସଂ. ବି ( 6 ଷ୍ଠୀ ତତ୍; ଅସ୍ତ୍ର+ଧାରଣ) — ଶତ୍ରୁ ବିରୁଦ୍ଧରେ ହତିଆର ଧରି ଗୁଳି କରିବାକୁ ଉଠିବା — Rising up in arms