ଅସ୍ତି Asti
- ସଂ. ବି. (ଅସ୍ ଧାତୁ=ତି) — ଭାବ; ସତ୍ତା — Existence
- ସଂ. ବି. (ଅସ୍ ଧାତୁ=ତି) — ବିଦ୍ୟମାନତା; ବର୍ତ୍ତମାନତା — Presence
- ସଂ. ବି. (ଅସ୍ ଧାତୁ=ତି) — (ନାମ) ଜରାସନ୍ଧର କନ୍ୟା, କଂସର ଏକ ସ୍ତ୍ରୀ — A wife of Kaṁsa
- ସଂ. ବି. (ଅସ୍ ଧାତୁ=ତି) — ଥିବା ବା ହେବା ଅବସ୍ଥା — The State of being
- ଦେ. ଅ. (ସଂ. ଅସ୍ତି) — ହଁ — Yes
- ଦେ. ଅ. (ସଂ. ଅସ୍ତି) — ନାସ୍ତି ନୋହିବଟି ଅସ୍ତି ସଦା କୃପା ପଣ। ପ୍ରାଚୀ. ଶିବସ୍ୱରୋଦୟ।
- ଦେ. ଅ. (ସଂ. ଅସ୍ତି) — [ଦ୍ର—ଅସ୍ତି ଶବ୍ଦ ସଂ. କ୍ରିୟା ଅସ୍ ଧାତୁ 1 ମ ପୁରୁଷ ଏକବଚନ (ସେ) ଅଛି; ଅସ୍ତି ଶବ୍ଦ କେବଳ ହିଁ ଅର୍ଥରେ ନାସ୍ତି ଶବ୍ଦ ପୂର୍ବେ ସହଚରରୂପେ ବ୍ୟବହୁତ ହୁଏ। ଏକାକୀ ବ୍ୟବହାର ବିରଳ।] — [ଦ୍ର—ଅସ୍ତି ଶବ୍ଦ ସଂ. କ୍ରିୟା ଅସ୍ ଧାତୁ1ମ ପୁରୁଷ ଏକବଚନ (ସେ) ଅଛି; ଅସ୍ତି ଶବ୍ଦ କେବଳ ହିଁ ଅର୍ଥରେ ନାସ୍ତି ଶବ୍ଦ ପୂର୍ବେ ସହଚରରୂପେ ବ୍ୟବହୁତ ହୁଏ ଏକାକୀ ବ୍ୟବହାର ବିରଳ]
- ଗ୍ରା. ବି. (ସଂ. ଅସ୍ଥି) — ମୃତ ବ୍ୟକ୍ତିଙ୍କ ଦାହ କ୍ରିୟା ପରେ ଚିତା ଭସ୍ମରୁ ସଂଗୃହୀତ ଅସ୍ଥି ଖଣ୍ଡ, ଯାହା ଗଙ୍ଗାଦି ତୀର୍ଥରେ ପକାଇବା ପାଇଁ ପୁତ୍ରାଦି ସଞ୍ଚୟ କରନ୍ତି — A bit of bone of a cremated person which is kept out of the cremated ashes to be consigned to some sacred river