ଅସ୍ତି କି ନାସ୍ତି Asti ki nāsti
- ଦେ. ବି. (ସଂ. ଅସ୍ତି=ଅଛି ଓ ନାସ୍ତି=ନାହିଁ) — ହଁ କି ନାହିଁ ବୋଲି ଯବାବ; କୌଣସି କାର୍ଯ୍ୟ ହେବାର ବା ନ ହେବାର ଦୃଢ଼ ଯବାବ — A definite reply; yes or no
- ଦେ. ବି. (ସଂ. ଅସ୍ତି=ଅଛି ଓ ନାସ୍ତି=ନାହିଁ) — (ଯଥା—ମୁଁ ତାଙ୍କୁ ବିବାହ ପ୍ରସଙ୍ଗ ପଚାରିଲି, ସେ ମତେ ଅସ୍ତି କି ନାସ୍ତି କିଛି କହିଲେ ନାହିଁ।)