ଅସ୍ତମନ Astamana

  • ସଂ. ବି. (ଅସ୍ତ+ମନ୍ ଧାତୁ+ଭାବେ. ଅ) — ଅସ୍ତାଚଳଗମନ; ଅସ୍ତଗମନ — Setting
  • ସଂ. ବି. (ଅସ୍ତ+ମନ୍ ଧାତୁ+ଭାବେ. ଅ) — ତିରୋଧାନ; ଅଦୃଶ୍ୟ ହେବା — Disappearance
  • ସଂ. ବି. (ଅସ୍ତ+ମନ୍ ଧାତୁ+ଭାବେ. ଅ) — (ଜ୍ୟୋତିଷପରିଭାଷା)—ସୂର୍ଯ୍ୟ ସହିତ ଏକ ଧ୍ରୁବକରେ ଥାଇ କୌଣସି ତାରାର ଉଦୟ ହେବା ଅବସ୍ଥା — Cosmical rising of a star