ଅସ୍ତବ୍ୟସ୍ତ Astabyasta
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଅସ୍ଥିର — Restless
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ବ୍ୟାକୁଳିତ; ବ୍ୟତିବ୍ୟସ୍ତ — Disturbed; agitated; flurried
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଖିନ୍ଖରାପ; ବିନଷ୍ଟ — Devastated
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ସବୁ ଗଛେ ପଡ଼ିଛନ୍ତି ଅସ୍ତବ୍ୟସ୍ତେ। କୃଷ୍ଣସିଂହ. ମହାଭାରତ, ବିରାଟ।
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଉଦ୍ବେଜିତ — Oppressed
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଅସ୍ତବ୍ୟସ୍ତ କରିବ ଯେ ମେରୁ କ୍ରୋଟେ ପୁଣି। ପୀତାମ୍ବର. ନୃସିଂହପୁରାଣ।
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଇତସ୍ତତଃ ବିକ୍ଷିପ୍ତ; ଛିନ୍ନଭିନ୍ନ — Strewn here and there; jumbled up
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଅସ୍ତାଚଳରେ ନିକ୍ଷିପ୍ତ (ଗୋପୀନାଥ ନନ୍ଦ) — Sunk below the western horizon
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଗୋଳମାଳିଆ; ଅଳିଆ ତଳିଆ; ଅଡ଼ୁଆତଡ଼ୁଆ — Confused; disordered
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ନୀଳ କୁଞ୍ଚିତ କୁନ୍ତଳ ତତି; ଭଜୁଥିଲା ଅସ୍ତବ୍ୟସ୍ତ ରତି। କବିସୂର୍ଯ୍ୟ. ସଙ୍ଗୀତ।
- ସଂ. ବିଣ. (ଅସ୍ତ+ବ୍ୟସ୍ତ) — ଲେଉଟପାଉଟ; ଓଲଟାପୋଲଟା — Topsy-turvy