ଅସ୍ତବଲ୍ Astabal

  • ବୈଦେ. ବି. (ଆ. ଇସ୍ତବଲ୍ ତୁଳ. ଇଂ—ଷ୍ଟେବଲ୍; ଲା.— ସ୍ତାବ୍ୟୁଲସ୍; ଫ୍ରେ. ଏତେବ୍ଲ୍) — ଘୋଡ଼ାଶାଳ; ଘୋଡ଼ା ଯେଉଁ ଘରେ ରଖାଯାଏ — Stable