ଅସ୍ତଦଶା Astadaṡā

  • ସଂ. ବି. — ଦୁର୍ଦ୍ଦଶା; ସର୍ବନାଶ; ଅବନତି — Ruin; downfall
  • ସଂ. ବି. — ସାକ୍ଷାତେ ଦେଖୁଥାଇଁ ପାପେ ଲୋକମାନେ ଅସ୍ତଦଶା ଗୋଟିକୁ ଭଜନ୍ତି ବହନେ। କୃଷ୍ଣସିଂହ. ମହାଭାରତ।