ଅସ୍କନ୍ଦି Askandi
- ପ୍ରାଦେ (ଗଡ଼ଜାତ) ବିଣ. — ଅଶ୍ଳୀଳ — Obscene
- ଦେ. ବିଣ. — ମଇଳା; ମଳଯୁକ୍ତ — Dirty
- ଦେ. ବିଣ. — ଅଖଞ୍ଜିଆ — Inconvenient
- ଦେ. ବିଣ. — ଅଳିଆପୂର୍ଣ୍ଣ — Full of refuse
- ଦେ. ବି. — ଯେଉଁ ସ୍ଥାନକୁ ସହଜେ କେହି ଯାଇ ପାରେ ନାହିଁ — Unapproachable place
- ଦେ. ବି. — ଅଖଞ୍ଜିଆ ଅବସ୍ଥା — Awkward position or predicament
- ଦେ. ବି. — ଜଟିଳ ପରିସ୍ଥିତି — Naughty state
- ଦେ. ବି. — ବିଷମ ସମସ୍ୟା — Dilemma
- ଦେ. ବି. — ଅନେକ କନ୍ଦି ଥିବା ସ୍ଥାନ — A place full of labyrinths