ଅସ୍କଟିଆ Askaṭiā

  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ. — ଯେଉଁ ବ୍ୟକ୍ତି ପରିଷ୍କାର ପରିଚ୍ଛନ୍ନ ରହେ ନାହିଁ; ମଇଳା — Untidy; slovenly