ଅସୂର୍ୟ୍ୟଂପଶ୍ୟା Asūrj̄yaṁpaṡyā
- ସଂ. ବିଣ. ସ୍ତ୍ରୀ. (ଅସୂର୍ଯ୍ୟଂପଶ୍ୟ+ସ୍ତ୍ରୀ. ଆ) — ସତତ ଅନ୍ତଃପୁରରେ ଆବଦ୍ଧ — Always confined to the harem
- ସଂ. ବିଣ. ସ୍ତ୍ରୀ. (ଅସୂର୍ଯ୍ୟଂପଶ୍ୟ+ସ୍ତ୍ରୀ. ଆ) — ଅତି କୋମଳଦେହା — Of very delicate physique
- ସଂ. ବିଣ. ସ୍ତ୍ରୀ. (ଅସୂର୍ଯ୍ୟଂପଶ୍ୟ+ସ୍ତ୍ରୀ. ଆ) — ଅତି ଲାବଣ୍ୟମୟୀ — Very graceful