ଅସୂତଜରତୀ Asūtajaratī

  • ସଂ. ବି. ସ୍ତ୍ରୀ (ଅ+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ତ; ଅସୂତା+ଜରତୀ) — ଯେଉଁ ସ୍ତ୍ରୀ ପିଲା ଜନ୍ମ ନ କରି ବୁଢ଼ୀ ହୋଇଥାଏ — A woman who grows old without having brought forth a child (M. W.)