ଅସୁଲଆପତ୍ତି Asulaāpatti

  • ଦେ. (କଚିରିଆ ଭାଷା) ବି. (ଆ. ୱସୁଲ+ସଂ. ଆପତ୍ତି) — ମକଦ୍ଦମାରେ ବାଦୀ ପ୍ରତିବାଦୀ ଉପରେ ଦାବୀ କରିଥିବା ଧନ ଆଦି ପ୍ରତିବାଦୀ ବାଦୀକୁ ମକଦ୍ଦମା ପୂର୍ବରୁ ଦେଇଥିବା ବିଷୟରେ ଅଦାଲତରେ ଦର୍ଶାଇବା ଆପତ୍ତି — Plea of payment pleaded by a defendant in a suit