ଅସୁରଭୋଜନ Asurabhojana

  • ଦେ. ବି — ଅସୁରଙ୍କ ପରି ବହୁତ ଗୁଡ଼ାଏ ଖାଇବା — Gluttony; eating too much like a giant
  • ଦେ. ବି — ନ ଚୋବାଇ ଅସୁରଙ୍କ ପରି ଏକାଥରକେ ଗୁଡ଼ାଏ ଗିଳିଦେବା — Eating without chewing like a giant